Connect with us

ଦେଶ

ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ
କୋଲକାତା : ଲୋକସଭାର ପୂର୍ବତନ ବାଚସ୍ପତି ତଥା ସିପିଆଇ(ଏମ୍‌)ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କ କୋଲକାତାର ଏକ ନର୍ସିଂହୋମ୍‌ରେ ପରଲୋକ ହୋଇଯାଇଛି । ନର୍ସିଂହୋମ ସୂତ୍ରରୁ ଜଣାପଡ଼ିଛି ଯେ , ସେ ଭେଣ୍ଟିଲେଟର ରେ ଥିଲେ l ତାଙ୍କର କିଡ୍‌ନିରେ ଗୁରୁତର ସମସ୍ୟା ଥିଲା । ତେଣୁ ତାଙ୍କର ଡାଏଲିସିସ୍‌ ଚାଲିଥିଲା । ଚିକିତ୍ସକ ସୁକୁମାର ମୁଖାର୍ଜୀଙ୍କ ନେତୃତ୍ୱରେ ୫ ଜଣିଆ ଡାକ୍ତର ଟିମ୍‌ ତାଙ୍କର ଚିକିତ୍ସା କରୁଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ