Connect with us

ରାଜ୍ୟ

ନୂତନ ରାଜ୍ୟପାଳ ଭାବେ ରଘୁବର ଦାସଙ୍କ ଶପଥ ଗ୍ରହଣ I

OPR

ଭୁବନେଶ୍ୱର -ନୂତନ ରାଜ୍ୟପାଳ ଭାବେ ରଘୁବର ଦାସଙ୍କ ଶପଥ ଗ୍ରହଣ I
ନୂତନ ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ନାୟାଧିଶ I ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସମେତ ବରିଷ୍ଠ ନେତାଗଣ ଓ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ I

Click to comment

Leave a Reply

Your email address will not be published. Required fields are marked *

More in ରାଜ୍ୟ