Connect with us

ସଂକ୍ଷେପ

ଗଜଲକ୍ଷ୍ମୀ ପୂଜା ଜମୁଛି .ଗହଳି ବଢୁଛି I

Rajdhani Express

ଭୁବନେଶ୍ୱର –
ସ୍ଥାନୀୟ ବିଜେବି ନଗର ସ୍ଥିତ ପ୍ରତୀକ ପରିଷଦ ଅନୁକୁଲ୍ୟରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜାରେ ଜନସମାଗମ ବୃଦ୍ଧି ପାଇଛି I ବିଶେଷ ଭାବରେ ମୀନାବଜାର ଓ ଜଳଖିଆ ଦୋକାନ ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି I ଆସନ୍ତା ରବିବାର ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ I

Click to comment

Leave a Reply

Your email address will not be published. Required fields are marked *

More in ସଂକ୍ଷେପ