Connect with us

ସକାଳ ଖଟି

:କୁଇଜ୍ ଏକ୍ସପ୍ରେସ:

ସାଙ୍କେତିକ

:କୁଇଜ୍ ଏକ୍ସପ୍ରେସ:
୧. ଉତ୍କଳମଣି ଭାବେ କିଏ ଜଣାସୁଣା?
୨. କାନ୍ତକବି ଉପାଧି କିଏ ପାଇଥିଲେ?
୩. ସୂର୍ଯ୍ୟର ନିକଟତମ ଗ୍ରହ କିଏ?
୪. ଆମଦେଶରେ କେତୋଟି ଲୋକସଭା ଆସନ ରହିଛି?
୫. ପୁରୀର ଜଗନ୍ନାଥ ମନ୍ଦିର କେଉଁ ରାଜା ନିର୍ମାଣ କରିଥିଲେ?

ପଚରାଯାଇଥିବା ପ୍ରଶ୍ନର ଉତ୍ତର ୭ ଦିନ ମଧ୍ୟରେ ଦିଅନ୍ତୁ । ପ୍ରଥମେ ପଠାଇଥିବା ଠିକ୍ ଉତ୍ତରଦାତାମାନଙ୍କ ନାମ ରାଜଧାନୀ ଏକ୍ସପ୍ରେସରେ ପ୍ରକାଶ କରାଯିବ । ଇ-ମେଲ୍ ମାଧ୍ୟମରେ ମଧ୍ୟ ଉତ୍ତର ପଠାଇ ପାରିବେ ।
ଆମ ଠିକଣା:
କୁଇଜ ଏକ୍ସପ୍ରେସ୍
ମାର୍ଫତ: ରାଜଧାନୀ ଏକ୍ସପ୍ରେସ୍
୨୦୫, ମହାରଥା ଆପାର୍ଟମେଣ୍ଟ, ଲକ୍ଷ୍ମୀସାଗର,
ପୋ: ବୁଦେ୍ଧଶ୍ୱରୀ, ଭୁବନେଶ୍ୱର, ଜିଲ୍ଳା: ଖୋର୍ଦ୍ଧା ।
Email : admin@rajdhaniexpress.in

Click to comment

Leave a Reply

Your email address will not be published. Required fields are marked *

More in ସକାଳ ଖଟି