ଚୀନରେ ନୋବେଲ କରୋନା ଭାଇରସ ସଂକ୍ରମଣରେ ୧୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ
ବେଜିଂ, ୧୬ ଫେବୃଆରୀ – ଚୀନରେ ନୋବେଲ କରୋନା ଭାଇରସର ସଂକ୍ରମଣରେ ବର୍ତମାନ ସୁଦ୍ଧା ୧୬ ଶହ ଜଣଙ୍କର ମୃତ୍ୟୁ ଘଟିଛି । ହୁବେଇ ରାଜ୍ୟରେ ଗତ କାଲି ୧୩୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି । ଏହି ରାଜ୍ୟର ସ୍ୱାସ୍ଥ୍ୟ କମିଶନ ୧୮୪୩ ଜଣ ରୋଗୀ ଏଥିରେ ଆକ୍ରାନ୍ତ ହୋଇଥିବା କହିଛନ୍ତି । ବର୍ତମାନ ସୁଦ୍ଧା ୬୮ ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି ।
ଏସିଆ ମହାଦେଶ ବାହାରେ ଫ୍ରାନ୍ସରେ ଶନିବାର ଦିନ ଜଣେ ବ୍ୟକ୍ତି ଏହି ମହାମାରୀ କାରଣରୁ ମୃତ୍ୟୁବରଣ କରିଥିବା ଖବର ବିଶ୍ୱ ସ୍ତରରେ ଚିନ୍ତା ବଢାଇ ଦେଇଛି ।
ବିଦେଶ
କରୋନା ଭାଇରସ ସଂକ୍ରମଣରେ ୧୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ
More in ବିଦେଶ
-
ଗଜଲକ୍ଷ୍ମୀ ପୂଜା ଜମୁଛି .ଗହଳି ବଢୁଛି I
ଭୁବନେଶ୍ୱର – ସ୍ଥାନୀୟ ବିଜେବି ନଗର ସ୍ଥିତ ପ୍ରତୀକ ପରିଷଦ ଅନୁକୁଲ୍ୟରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜାରେ ଜନସମାଗମ ବୃଦ୍ଧି...
-
ଭାରତର କିଛି ଭୂଖଣ୍ଡକୁ କବଜା କରିବା ପାଇଁ ନେପାଳର ଉଦ୍ୟମ
ଭାରତର କିଛି ଭୂଖଣ୍ଡକୁ କବଜା କରିବା ପାଇଁ ନେପାଳର ଉଦ୍ୟମ ନୂଆଦିଲ୍ଲୀ – ଆଜି ନେପାଳ ସଂସଦର ବିଶେଷ...
-
‘ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ
‘ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ଭୁବନେଶ୍ୱର – ‘ଆସୋସିଏଟେଡ଼ ମିଡ଼ିଆ ଫାଉଣ୍ଡେସନ’ ତରଫରୁ ସ୍ଥାନୀୟ ଓଡିଶା ପ୍ରେସ...
-
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କୁ ମୃତ୍ୟୁଦଣ୍ଡ
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କୁ ମୃତ୍ୟୁଦଣ୍ଡ ଇସଲାମାବାଦ, ୧୭ ଡିସେମ୍ବର – ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ...