Connect with us

ବିଦେଶ

ଭାରତର କିଛି ଭୂଖଣ୍ଡକୁ କବଜା କରିବା ପାଇଁ ନେପାଳର ଉଦ୍ୟମ

File Photo

ଭାରତର କିଛି ଭୂଖଣ୍ଡକୁ କବଜା କରିବା ପାଇଁ ନେପାଳର ଉଦ୍ୟମ
ନୂଆଦିଲ୍ଲୀ – ଆଜି ନେପାଳ ସଂସଦର ବିଶେଷ ଅଧିବେଶନ ରେ ନୂଆ ମାନଚିତ୍ରକୁ ମଞ୍ଜୁରୀ ମିଳିଲା Ι ପ୍ରକାଶ ଥାଉକି, ଏହି ମାନଚିତ୍ରରେ ଭାରତର କିଛି ଅଂଚଳlକୁ ନିଜର ବୋଲି ଦର୍ଶାଇ ନୂଆ ମାନଚିତ୍ର ପ୍ରସ୍ତୁତ କରିଛି Ι ଏଥିରେ ଦର୍ଶାଯାଇଥିବା ଅଂଚଳ ଗୁଡିକ ହେଲା ‘ଲିପୁଲେଖ’, ‘କଳାପାଣି’ ଓ ‘ଲିମ୍ପିଆଧୁରା’ Ι ଏହି ଅଂଚଳ ଗୁଡିକ ଭାରତ ଓ ନେପାଳ ସୀମାବର୍ତୀ ମହତ୍ୱପୁର୍ଣ ଅଂଚଳ Ι ନେପାଳ 275 ଆସନ ବିଶିଷ୍ଟ ସଂସଦରେ 258 ସଂସଦ ଉପସ୍ଥିତ ଥିଲେ ଓ ସମସ୍ତେ ଉକ୍ତ ମାନଚିତ୍ର ସପକ୍ଷରେ ଭୋଟ ଦେଲେ Ι
ଏଠାରେ ସୂଚନାଯୋଗ୍ୟଯେ , ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଇ ୮ ତାରିଖ ଦିନ ଲିପୁଲେଖ ସହିତ ଧରଃଚୁଳକୁ ସଂଯୋଗ କରୁଥିବା 80 କିଲୋମିଟର ରାସ୍ତାକୁ ଉଦଘାଟନ କରିଥିଲେ ଓ ଏହା ଯୋଗୁଁ ଭାରତ ଓ ନେପାଳ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କରେ ଉତ୍ତେଜନା ଆସିଥିଲା Ι

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ