Connect with us

ବିଦେଶ

କରୋନା ଭାଇରସ ସଂକ୍ରମଣରେ ୧୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ

ସାଙ୍କେତିକ

ଚୀନରେ ନୋବେଲ କରୋନା ଭାଇରସ ସଂକ୍ରମଣରେ ୧୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ
ବେଜିଂ, ୧୬ ଫେବୃଆରୀ – ଚୀନରେ ନୋବେଲ କରୋନା ଭାଇରସର ସଂକ୍ରମଣରେ ବର୍ତମାନ ସୁଦ୍ଧା ୧୬ ଶହ ଜଣଙ୍କର ମୃତ୍ୟୁ ଘଟିଛି । ହୁବେଇ ରାଜ୍ୟରେ ଗତ କାଲି ୧୩୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି । ଏହି ରାଜ୍ୟର ସ୍ୱାସ୍ଥ୍ୟ କମିଶନ ୧୮୪୩ ଜଣ ରୋଗୀ ଏଥିରେ ଆକ୍ରାନ୍ତ ହୋଇଥିବା କହିଛନ୍ତି । ବର୍ତମାନ ସୁଦ୍ଧା ୬୮ ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି ।
ଏସିଆ ମହାଦେଶ ବାହାରେ ଫ୍ରାନ୍ସରେ ଶନିବାର ଦିନ ଜଣେ ବ୍ୟକ୍ତି ଏହି ମହାମାରୀ କାରଣରୁ ମୃତ୍ୟୁବରଣ କରିଥିବା ଖବର ବିଶ୍ୱ ସ୍ତରରେ ଚିନ୍ତା ବଢାଇ ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ