Connect with us

ବାଣିଜ୍ୟ

ସରକାର ବିକିଲେ ପିଆଜ

ସାଙ୍କେତିକ

ସରକାର ବିକିଲେ ପିଆଜ
ଭୁବନେଶ୍ୱର, ୦୭ ନଭେମ୍ବର – ସାଧାରଣ ଖାଉଟିଙ୍କୁ ସୁଲଭ ଦରରେ ପିଆଜ ଯୋଗାଇ ଦେବା ପାଇଁ ସରକାର ନେଇଥିବା ନିଷ୍ପତି ଅନୁଯାୟୀ ଆଜି ରାଜ୍ୟର କେତେକ ସ୍ଥାନରେ ସୁଲଭ ଦୋକାନ, ମୈତ୍ରୀ ଦୋକାନରେ ପିଆଜ ବିକ୍ରି ଆରମ୍ଭ ହୋଇଛି । ମୁଣ୍ଡପିଛା ୨ କେଜି ହିସାବରେ କିଲୋପିଛା ୪୯ ଟଙ୍କା ଦରରେ ଦିଆଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ