Connect with us

ଦେଶ

“ସମାପ୍ତ ହେଉ ଧାରା-୩୭୦’:- ମୋହନ ଭାଗବତ l

"ସମାପ୍ତ ହେଉ ଧାରା-୩୭୦':- ମୋହନ ଭାଗବତ l

“ସମାପ୍ତ ହେଉ ଧାରା-୩୭୦’
ନୂଆଦିଲ୍ଲୀ,୧୯ା୯ : ଜାମ୍ମୁ କାଶ୍ମୀରରେ ଲାଗୁ ଅନୁଛେଦ ୩୭୦ ଓ ୩୫ଏ’ କୁ ହଟା ଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ । ବିଜ୍ଞାନ ଭବନରେ ଚାଲିଥିବା ତିନି ଦିନିଆ କାର୍ଯ୍ୟକ୍ରମର ତୃତୀୟ ଦିନରେ ବିଭିନ୍ନ ପ୍ରଶ୍ନର ଉତର ଦେଇ ଶ୍ରୀ ଭାଗବତ ଏହା କହିଛନ୍ତି ।

ସେ କହିଛନ୍ତି ଯେ ଆରଏସଏସ ପକ୍ଷରୁ ବାରମ୍ବାର ଭାଷଣରେ ଏହା ସ୍ପଷ୍ଟ ଭାବେ କୁହା ଯାଇଛି ଯେ ଜାମ୍ମୁ କାଶ୍ମୀରରେ ଲାଗୁ ଅନୁଛେଦ ୩୭୦ ଓ ୩୫ଏ କୁ ହଟା ଯିବାର ଆବଶ୍ୟକତା ରହିଛି । ଜାମ୍ମୁ କାଶ୍ମୀରକୁ ତିନୋଟି ଭାଗରେ ବିଭାଜିତ କରିବା ପ୍ରସଙ୍ଗରେ ପରିସ୍ଥିତି ଆଧାରରେ ନିଷ୍ପତି ନେବାର ଆବଶ୍ୟକତା ରହିଛି । ଲୋକ ମାନଙ୍କର ବିକାଶ ପାଇଁ ଯାହା କରା ଯିବା ଆବଶ୍ୟକତା ରହିଛି ତାକୁ କରା ଯିବା ଦରକାର ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ