Connect with us

ଦେଶ

ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |

web

ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |

ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ନୂଆ ଭୁତାଣୁ ‘ଓମୀକ୍ରାନ’ ତୃତୀୟ ଲହର ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିପାରେ | ଶେଷ 24 ଘଂଟାରେ 7 ହଜାର 81 ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି | କିନ୍ତୁ 7 ହଜାର 694 ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି | ଏହି ସମୟରେ 264 ସଂକ୍ରାମିତଙ୍କର ମୃତ୍ୟୁ ମଧ୍ୟ ଘଟିଛି |.’ନେସନାଲ କୋବିଡ଼ ସୁପର ମଡେଲ କମିଟି’ ଚେତାଇ ଦେଇଛି ଯେ, ଆସନ୍ତା ଫେବୃଆରୀ ମାସଟି ଗୁରୁତ୍ୱପୁର୍ଣ | କାରଣ ଏହି ମାସରେ କୋରନା ସଂକ୍ରମଣ ଶିଖର ଛୁଇଁ ଥିବ | କମିଟି ଦର୍ଶାଇଛି ଯେ, ଲୋକଙ୍କ ଇମ୍ୟୁନିଟି ଅର୍ଥାତ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥିବାରୁ ଏହା କମ କ୍ଷତି ଘଟିପାରେ | ସମୁଦାୟ ପରିସ୍ଥିତି ଜନସାଧାରଙ୍କ ସତର୍କତା ଉପରେ ନିର୍ଭର କରୁଛି | ଉଶୃଙ୍ଖଳ ହେଲେ ବଡ ଵିପତ୍ତି ବି ଆସିପାରେ |

Click to comment

Leave a Reply

Your email address will not be published. Required fields are marked *

More in ଦେଶ