Connect with us

ଦେଶ

‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨

web

‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର 4 ନଂ ଲଞ୍ଚ ପ୍ୟାଡ଼ରୁ ‘ପ୍ରଳୟ’ କ୍ଷପଣାସ୍ତ୍ର ପରୀକ୍ଷା କରାଯାଇଛି 丨 ପ୍ରତିରକ୍ଷା ବିଭାଗର ନିଜସ୍ୱ ବିକଶିତ କ୍ଷପଣାସ୍ତ୍ର ‘ପ୍ରଳୟ’ ହେଉଛି ଏକ ସ୍ୱଳ୍ପ ଦୂରଗାମୀ ବଲାସ୍ଟିକ କ୍ଷପଣାସ୍ତ୍ର 丨 ଏହା 350 କିଲୋମିଟର ରୁ 500 କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କରିପାରିବ 丨 ଏହି ମିଶାଇଳଟି ସମ୍ପୂର୍ଣ ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବେଳେ ଏହାର ଓଜନ 5 ଟନ ଅଟେ 丨 ଏହାର ପାରମ୍ପରିକ ଯୁଦ୍ଧାସ୍ତ୍ର 500 କିଲୋଗ୍ରାମରୁ 1000 କିଲୋଗ୍ରାମ ପର୍ଯ୍ୟନ୍ତ ଧାରଣକରିବାର କ୍ଷମତା ରହିଛି 丨

Click to comment

Leave a Reply

Your email address will not be published. Required fields are marked *

More in ଦେଶ