Connect with us

ମନୋରଞ୍ଜନ

‘ରାମାୟଣ କୁ ନେଇ ବଲିଉଡ୍ ଫିଲ୍ମ

ସାଙ୍କେତିକ

‘ରାମାୟଣ କୁ ନେଇ ବଲିଉଡ୍ ଫିଲ୍ମ
ମୁମ୍ବାଇ, ୦୧ ଅଗଷ୍ଟ – ହିନ୍ଦୁ ଧର୍ମର ପୌରାଣିକ ଗ୍ରନ୍ଥ ରାମାୟଣ ଉପରେ ଏକ ବଲିଉଡ଼୍ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି । ଏହି ବିଗ୍ ବଜେଟ୍ ଫିଲ୍ମରେ ସୁପରଷ୍ଟାର ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କୁ ମୁଖ୍ୟ ଚରିତ୍ର ଅର୍ଥାତ୍ ରାମ ଓ ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିବ । ସବୁ କିଛି ଠିକ୍ ହେଲେ ଦର୍ଶକେ ପ୍ରଥମ ଥର ପାଇଁ ହ୍ରିତିକ୍-ଦୀପିକାଙ୍କ ଯୋଡିକୁ ଏକାଠି ଦେଖିବାକୁ ପାଇବେ ।
ଚଳଚ୍ଚିତ୍ରରେ ନିର୍ଦ୍ଦେଶନାର ଭାର ବହନ କରିବେ ନିତେଶ୍ ତିୱାରୀ ଏବଂ ରବି ଉଡୟାଭର । ମଧୂ ମନ୍ତେନାଙ୍କ ପ୍ରଯୋଜନାରେ ଚଳଚ୍ଚିତ୍ରଟି ନିର୍ମାଣ ହେବ । ଏହି ସିନେମା ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । ଚଳଚ୍ଚିତ୍ରର ଟାଇଟେଲ ଏପର୍ଯ୍ୟନ୍ତ ଠିକ୍ ହୋଇନାହିଁ । ତେବେ ଏହି ସିନେମାଟି ୫୦୦କୋଟି ଟଙ୍କା ବଜେଟରେ ନିର୍ମାଣ ହେବ ଏବଂ ଏହି ଚଳଚ୍ଚିତ୍ରଟି ୩ଡିରେ ଶୁଟିଂ କରାଯିବ ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ