Connect with us

ମନୋରଞ୍ଜନ

ସଲମାନଙ୍କ ପରେ ଏବେ ତପସ୍ୱୀ ପାଣ୍ଣୁଙ୍କ ପାଳି ।

ସାଙ୍କେତିକ

ସଲମାନଙ୍କ ପରେ ଏବେ ତପସ୍ୱୀ ପାଣ୍ଣୁଙ୍କ ପାଳି ।
-ବୃଦ୍ଧ ଗେଟଅପ ରେ ଆସିଲେ …ଆସନ୍ତା ଦୀପାବଳିରେ ମୁକ୍ତିଲାଭ କରିପାରେ ଏହି ଚଳଚିତ୍ର ।
ମୁମ୍ବାଇ :- ଆଗଧାଡିର ନାୟିକା ତପସ୍ୱୀ ପଂନୁ ଏକ ଵୟୋପିକ ଚଳଚିତ୍ରରେ ବୃଦ୍ଧା ଚରିତ୍ରରେ ନଜର ଆସିବେ । ଏହି ଚଳଚିତ୍ରର ନାମ ହେଲା ‘ଷ।ଣ୍ଡ କି ଆଁଖ’ । ଏହି ଚଳଚିତ୍ରରେ ତପସ୍ୱୀ ‘ସୁଟର ଦାଦି’ ଭୂମିକାରେ ନଜର ଆସିବେ ତାଙ୍କ ସହିତ ଅଛନ୍ତି ଭୂମି ପେଡ଼ନେକର । ଏହାର କାହାଣୀ ଦୁନିଆର ସବୁଠୁ ବୟସ୍କା ମହିଳା ଚନ୍ଦ୍ର ତୋମାର ଓ ତାଙ୍କର ଭାଉଜ ପ୍ରକାଶି ତୋମରଙ୍କ ଉପରେ ଆଧାରିତ । ଏହାର ପୋଷ୍ଟର ରିଲିଜ ହୋଇଯାଇଛି । ପୋଷ୍ଟର ରେ ଥିବା ଫୋଟୋକୁ ଦେଖି ଫ୍ୟାନ ମାନଙ୍କ ମନରେ କୌତୁହଳ ସୃଷ୍ଟି କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ