Connect with us

ଦେଶ

ପ୍ରଧାନମନ୍ତ୍ରୀ ଆଗାମୀ 16 ଓ 17 ତାରିଖରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ବାର୍ତାଳାପ କରିପାରନ୍ତି І

internet

ପ୍ରଧାନମନ୍ତ୍ରୀ ଆଗାମୀ 16 ଓ 17 ତାରିଖରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ବାର୍ତାଳାପ କରିପାରନ୍ତି І
ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ଦିନରେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିପାରନ୍ତି І ସୂତ୍ରରୁ ପ୍ରକାଶଯେ , ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦି ଆଗାମୀ 16 ଓ 17 ତାରିଖରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ବାର୍ତାଳାପ କରିପାରନ୍ତି І ମହାମାରୀ ର ସାମ୍ପ୍ରତିକ ପରିସ୍ଥିତି ଓ ଜନସାଧାରଣଙ୍କ ଅସୁବିଧା ସହିତ ସମାଧାନର ପନ୍ଥା ଉପରେ ଆଲୋଚନା କରିପାରନ୍ତି І ଲକଡାଉନ କୋହଳ ହେଲାପରେ ଯେଉଁ ପରିସ୍ଥିତି ଉପୁଜିଛି ତାହାର ନିରାକରଣ ଓ ରାଜ୍ୟମାନଙ୍କର ଆର୍ଥିକ ସମସ୍ୟା ଉପରେ ଚର୍ଚା କରିବେ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ І

Click to comment

Leave a Reply

Your email address will not be published. Required fields are marked *

More in ଦେଶ