Connect with us

ଦେଶ

ନୀତିଶ କୁମାରଙ୍କ ଦୃଢୋକ୍ତି , ମଦ ବିହାରରେ ପ୍ରଚଳନ ହେବନାହିଁ І

internet

ନୀତିଶ କୁମାରଙ୍କ ଦୃଢୋକ୍ତି , ମଦ ବିହାରରେ ପ୍ରଚଳନ ହେବନାହିଁ І
– କାର୍ଯ୍ୟକର୍ତ୍ତାଙ୍କୁ ଉପଦେଶ 90/10 ରେ କାର୍ଯ୍ୟ କରିବାକୁ
ପାଟନା – ବିହାର ର ମୁଖ୍ୟମନ୍ତ୍ରୀ ଆଜି ଏକ ଭରଚୁଆଲ ରାଲିକୁ ସମ୍ବୋଧିତ କରି କାର୍ଯ୍ୟକର୍ତା ମାନଙ୍କୁ କହିଛନ୍ତିଯେ , 90/10 ଫର୍ମୁଲାରେ କାର୍ଯ୍ୟ କରିବାକୁ І ଦୈନନ୍ଦିନ କାର୍ଯ୍ୟର 90 ପ୍ରତିଶତ ସରକାର ର ଉପଲବ୍ଧି କୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କର ଓ ବାକି 10 ପ୍ରତିଶତ କାର୍ଯ୍ୟ ବିରୋଧୀଙ୍କ ଦୁଃଷପ୍ରଚାରକୁ ବିରୋଧ କର І ସକାରାତ୍ମକ କାର୍ଯ୍ୟକୁ ଲୋକ ପସନ୍ଦ କରନ୍ତି ଓ ଏହାକୁ ପ୍ରଚାର କରିବା ଦରକାର І
ଭାଷଣରେ ମିଡ଼ିଆର ମଦ୍ୟପାନ ସମର୍ଥନରେ ବିଭିନ୍ନ ଖବର ପରିବେଷଣକୁ ନାପସନ୍ଦ କରି ବିହାରକୁ ମଦମୁକ୍ତ ରାଜ୍ୟ ରଖିବାକୁ ଜୋର ଦେଇ ମଦ ଦୋକାନ ଖୋଲିବାର ସମ୍ଭାବନାକୁ ନେଇ ବିଭିନ୍ନ ଅଟକଳକୁ ବନ୍ଦ କରିଦେଇଛନ୍ତି І

Click to comment

Leave a Reply

Your email address will not be published. Required fields are marked *

More in ଦେଶ