Connect with us

ଆମ ଖବର

ପେସ୍ତା ଆଇସ୍କ୍ରିମ୍

ସାଙ୍କେତିକ

ପେସ୍ତା ଆଇସ୍କ୍ରିମ୍

ସାମଗ୍ରୀ: ୧ କପ୍ କ୍ରିମ୍, ଅଧ କପ୍ ପେସ୍ତା, ଦୁଇଟି ଅଣ୍ଡାର ହଳଦୀ ଅଂଶ, ୨ ଟେବୁଲ ଚାମଚ ଚିନି, ୧ ଚା ଚାମଚ ଚିନି, ୧ ଚା ଚାମଚ ଭାନିଲା, ଅଧକପ୍ ଦୁଧ ।
ପ୍ରଣାଳୀ:- ଅଣ୍ଡାର ହଳଦୀ ଅଂଶ, ଦୁଧ ଓ ଏସେନ୍ସ ଭଲ ଭାବରେ ଫେଣ୍ଟ, ସେଥିରେ କ୍ରିମ୍ ଚିନି ମିଶାଇ ଭଲ ଭାବରେ ଫେଣ୍ଟିବେ । ପେସ୍ତାକୁ ଅଧଭଙ୍ଗା କରି ରଖିବେ । କ୍ରିମ୍, ଚିନି ପ୍ରଭୃତିକୁ ଫ୍ରିଜ୍ରେ ରଖିବେ । ଏହା ଜମିଯିବ । ଏହା ଅଧା ଜମିଗଲେ ପୁଣି ଥରେ ଫେଣ୍ଟିବେ । ୨ ଥର ଫେଣ୍ଟିଲା ପରେ ସେଥିରେ ପେସ୍ତାଖଣ୍ଡ ମିଶାଇ ପୁଣି ଫ୍ରିଜରେ ରଖିବେ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର