Connect with us

ଆମ ଖବର

ଚଣା ସୁନ୍ଦଲ

ସାଙ୍କେତିକ

ଚଣା ସୁନ୍ଦଲ
ସାମଗ୍ରୀ: କାବୁଲି ଚଣା-୧ କପ୍, କୋରିଆ ହୋଇଥିବା ନଡିଆ- ୧/୪ କପ୍,
ଛୁଙ୍କ ପାଇଁ: ସୋରିଷ-୧ ଚାମଚ, ବିରି ଡାଲି-୧, ୧/୨ ଚାମଚ, ଶୁଖିଲା ଲଙ୍କା- ୨ଟା, ଅଳ୍ପ ହେଙ୍ଗୁ, ତେଲ- ୨ ଚାମଚ ।
ପ୍ରସ୍ତୁତି: କାବୁଲି ବୁଟକୁ ରାତିରେ ଭିଜାଇ ରଖିଦିଅନ୍ତୁ । ସକାଳୁ ତାକୁ ପାଣିରୁ ଛାଣି ପ୍ରେସର କୁକୁରରେ ଅଳ୍ପ ଲୁଣ, ହଳଦୀ ଦେଇ ସିଜାଇ ଦିଅନ୍ତୁ । ସିଝିଗଲା ପରେ ଏହାକୁ ପ୍ରେସର କୁକରରୁ କାଢି ଦିଅନ୍ତୁ । ଏହା ପରେ କଡାଇରେ ତେଲ ପକାନ୍ତୁ, ତେଲ ପକାଇବା ପରେ ଅଳ୍ପ ସୋରିଷ ଫୁଟାନ୍ତୁ । ପୁଣି ସେଥିରେ ବିରି ଡାଲି, ଶୁଖିଲା ଲଙ୍କା, ହେଙ୍ଗୁ ଏବଂ ଭୃସଙ୍ଗ ପତ୍ର ପକାଇ ଛୁଙ୍କ କରନ୍ତୁ । ଯେତେବେଳେ ବିରିଡାଲି ଗ୍ଲୋଡେନ୍ କଲ୍ର ହୋଇଯିବ ସେତେବେଳେ ସେତେବେଳେ ସିଝା ହୋଇଥିବା କାବୁଲି ଚଣା, ଅଳ୍ପ ଲୁଣ ଏବଂ କୋରିଆ ହୋଇଥିବା ନଡିଆ ପକାଇ ଘାଣ୍ଟନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚଣା ସୁନ୍ଦଲ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର