Connect with us

ଦେଶ

ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ କମାଇଲା ଆନ୍ଧ୍ର l

ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ କମାଇଲା ଆନ୍ଧ୍ର

ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ କମାଇଲା ଆନ୍ଧ୍ର
ହାଇଦ୍ରାବାଦ,୧୦ା୯ : ପେଟ୍ରୋଲ ଓ ଡିଜେଲ ଉପରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଭାଟ୍ କମାଇଛନ୍ତି । ଏଥିଯୋଗୁଁ ଆନ୍ଧ୍ରପ୍ରଦେଶରେ ସୋମବାରରେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୨ଟଙ୍କା ହ୍ରାସ ପାଇଛି । ଭାରତ ବନ୍ଦରରେ ଚନ୍ଦ୍ର ବାବୁ ନାଇଡୁଙ୍କର ତେଲୁଗୁଦେଶମ ପାର୍ଟି ସାମିଲ ହୋଇଥିଲା ।

ଆନ୍ଧ୍ରପ୍ରଦେଶର ବିଧାନସଭାରେ ଏ ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏନ୍ ଚନ୍ଦ୍ରବାବୁ ନାଇଡୁ ଭାଟ୍ ହ୍ରାସ କରାଯାଇଥିବା କଥା ପ୍ରକାଶ କରିଥିଲେ । ପେଟ୍ରୋଲ ଓ ଡିଜେଲ ଦର ଭାଟ ହ୍ରାସ କରି ସେ ଆନ୍ଧ୍ରପ୍ରଦେଶର ଲୋକଙ୍କୁ ଆଂଶିକ ଭାବେ ଚିନ୍ତାରୁ ମୁକ୍ତି ଦେଇଥିବା କଥା ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ