Connect with us

ଦେଶ

ନ୍ୟାସନାଲ କନଫ୍ରେନ୍ସ କଂଗ୍ରେସ ସହ ମେଂଟ ଛିନ୍ନ କଲା

ସାଙ୍କେତିକ

ବିିରୋଧୀ ଦଳ ଏକତା ଭାଙ୍ଗୁଛି, ନ୍ୟାସନାଲ କନଫ୍ରେନ୍ସ କଂଗ୍ରେସ ସହ ମେଂଟ ଛିନ୍ନ କଲା
ଶ୍ରୀନଗର, ୦୪ ଜୁନ – ୨୦୧୯ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳ ମାନେ ଯେପରି ଭାବେ ଏକାଠି ହୋଇ ଥିଲେ ନିର୍ବାଚନରେ ପରାଜୟ ପରେ ସେମାନଙ୍କର ଏକତା ଦୋହଲିବାରେ ଲାଗିଲାଣି ।
ମଙ୍ଗଳବାର ଦିନ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପିର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ତାଙ୍କ ଦଳର କଂଗ୍ରେସ ସହ ସମସ୍ତ ଛିନ୍ନ ହେଲା ବୋଲି ଘୋଷଣା କରିଛନ୍ତି ।
ଆଗାମୀ ବିଧାନ ସଭା ନିର୍ବାଚନରେ ନ୍ୟାସନାଲ କନଫ୍ରେନ୍ସ କଂଗ୍ରେସ ସହ ମେଂଟ କରି ନୁହଁ ବରଂ ଏକାକୀ ନିର୍ବାଚନ ଲଢିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ତାଙ୍କ ଦଳ ଜାମ୍ମୁ କାଶ୍ମୀରରେ ଏକୁଟିଆ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ