Connect with us

ଦେଶ

ଓଡିଆ ପାଇଲଟ୍ ନିଖୋଜ୍

ସାଙ୍କେତିକ

ଓଡିଆ ପାଇଲଟ୍ ନିଖୋଜ୍
ଭୁବନେଶ୍ୱର, ୭ ଜୁନ – ନିଖୋଜ ହୋଇଥିବା ଫ୍ଲାଇଟ୍ ଲେଫ୍ଟନାଂଟ ସୁନୀତ ମହାନ୍ତି ହେଉଛନ୍ତି ଜଣେ ଓଡ଼ିଆ । ତାଙ୍କର ଘର କବିସୂର୍ଯ୍ୟ ନଗରର ବଳିଆପଲ୍ଲି ଗ୍ରାମରେ । ଏ.ଏନ-୩୨ ଫ୍ଲାଇଟ୍ରେ ସେ ଲେଫ୍ଟନାଂଟ ଥିଲେ । ଆସାମର ଜୋରାହାଟରୁ ଗତ ୩ ତାରିଖରେ ଫ୍ଲାଇଟ୍ ଟେକଅପ୍ କଲାପରେ ଫ୍ଲାଇଟ୍ ନିଖୋଜ ହୋଇଯାଇଥିଲା । ଏଥିରେ ୧୩ ଜଣ ଏୟାରଫୋର୍ସ ଅଫିସର୍ସ ରହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ