Connect with us

ଅପରାଧ

କଟକ ପିଠାପୁରରେ ଗୁଳିକାଣ୍ଡ :- ଜଣେ ମୃତ l

କଟକ ପିଠାପୁରରେ ଗୁଳିକାଣ୍ଡ :- ଜଣେ ମୃତ l

କଟକ ପିଠାପୁରରେ ଗୁଳିକାଣ୍ଡ, ଜଣେ ମୃତ
କଟକ ଅଫିସ,୨୩।୯: ପାର୍ବଣ ଋତୁ ଆରମ୍ଭ ହେଉ ହେଉ ଅଶାନ୍ତ ହୋଇପଡ଼ିଛି କଟକ । ଦିନକ ପୂର୍ବରୁ ସହରରେ ଏକ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଥିବା ବେଳେ ରବିବାର ଦିନ ପିଠାପୁର ଅଞ୍ଚଳରେ ଗୁଳିକାଣ୍ଡ ଘଟିଯାଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଜଗତପୁରର ଦିଲ୍ଲୀପ ସାହୁ । ଟଙ୍କା ନେଣ ଦେଣକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି।ପୂଜା ବଜାର ପାଇଁ ସହର ଚଳଚଂଚଳ ଥିବାବେଳେ ଛୋଟବଡ ଅପରାଧ କଟକ ପୋଲିସ ପାଇଁ ମୁଣ୍ଡବ୍ୟଥା ହୋଇଛି l

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ