Connect with us

ଦେଶ

ଆଜି ଦିଲ୍ଲୀ ଭୋଟ୍

ସାଙ୍କେତିକ

ଆଜି ଦିଲ୍ଲୀ ଭୋଟ୍
ନୂଆଦିଲ୍ଲୀ , ୦୮ ଫେବୃଆରୀ – ଆଜି (ଶନିବାର )ଦିଲ୍ଳୀ ବିଧାନସଭା ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ । ୭୦ ଆସନ ବିଶିଷ୍ଟ ଏହି ବିଧାନସଭା ନିର୍ବାଚନରେ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୧କୋଟ ୪୭ ଲକ୍ଷ ଭୋଟର । ଏଥିପାଇଁ ୧୩ ହଜାର ୭୫୦ ମତଦାନ କେନ୍ଦ୍ର କରାଯାଇଛି । ଦେଶର ରାଜଧାନୀ ହୋଇଥିବାରୁ ଏଠାରେ କ୍ଷମତା ଦଖଲ ପାଇଁ ବିଜେପି, କଂଗ୍ରେସ ଓ ଆମ ଆଦମି ପାର୍ଟି ର ସମ୍ମାନର ପ୍ରଶ୍ନ ହୋଇଛି ।
୬ ବର୍ଷ ତଳେ ଏକ ଅଣରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ଅରବିନ୍ଦ କେଜ୍ରିୱାଲ ୨୦୧୩ରେ କଂଗ୍ରେସ ହେଭିୱେଟ ଶୀଲା ଦୀକ୍ଷିତଙ୍କ ହରାଇ ନୂଆ ଦିଲ୍ଳୀରେ କ୍ଷମତା ଦଖଲ କରିଥିଲେ । ତେଣୁ ଏଥର କିଏ ମାରିବ ବାଜି ତା ଉପରେ ରହିଛି ସାରା ଦେଶର ନଜର ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ