Connect with us

ଦେଶ

ଶପଥ ନେଲେ ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ

Social Media

ଶପଥ ନେଲେ ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ
ନୂଆଦିଲ୍ଲୀ/ଭୁୁବନେଶ୍ୱର,୧୮ ନଭେମ୍ବର – ଜଷ୍ଟିସ୍ ଶ୍ରୀ ଶରଦ ଅରବିନ୍ଦ ବୋବଡେ ସୋମବାର ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୪୭ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନ ଦରବାର ହଲରେ ଆୟୋଜିତ ଏକ ସମାରୋହରେ ସେ ଶପଥ ଗ୍ରହଣ କରିଥିଲେ । ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ତାଙ୍କୁ ପଦବୀର ଶପଥ ପାଠ କରାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ