Connect with us

ଦେଶ

ମାଡିଆସୁଛି ଫନି :- ଉପକୂଳ ଜିଲ୍ଲା ଗୁଡିକରେ ଆତଙ୍କ

IMD

ମାଡିଆସୁଛି ଫନି :- ଉପକୂଳ ଜିଲ୍ଲା ଗୁଡିକରେ ଆତଙ୍କ
ଭୁବନଶ୍ୱର – ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା ଫନି ପୁରୀର ଆଖପାଖ ଅଂଚଳରେ ଶୁକ୍ରବାର ସକାଳ ୮ଟାରୁୁ ୧୦ ଟା ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ଏହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ୧୭୦ରୁ ୧୮୦ କି.ମି ବେଗ ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞମାନଙ୍କ ଅନୁସାରେ ଯଦି ଫନି ଅବପାତର ରୂପ ନେଲା ତେବେ ଅତି କମ୍‌ରେ ୧୦୦ କିମି ବେଗରେ ପବନ ବହିପାରେ । ଅନୁମାନ କରାଯାଉଛି କି ରାତ୍ରର ଶେଷ ପ୍ରହର ବେଳକୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇପାରେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ