Connect with us

ମନୋରଞ୍ଜନ

“ମନମରଜିଆ”ରେ ବହୁତ ବୋଲଡ ସିନ :- ତପସି ପାଣୁ l

"ମନମରଜିଆ"ରେ ବହୁତ ବୋଲଡ ସିନ :- ତପସି ପାଣୁ l

ମୁମ୍ବାଇ:-ବଲିଉଡ଼ ଅଭିନେତ୍ରୀ ତପସ୍ୱୀ ପାଣୁଙ୍କ ମତରେ ବର୍ତମାନ ବଲିଉଡ଼ରେ ଅଭିନେତ୍ରୀଙ୍କ ପାଇଁ ପରିବେଶ ବଦଳି ଗଲାଣି l ସେମାନଙ୍କ ପାଇଁ ସ୍ୱତନ୍ତ୍ର ଓ ବିକଳ୍ପ ସୁଯୋଗ ବଢ଼ିଗଲାଣି l ଯେତେବେଳେ ୮ ବର୍ଷ ପୂର୍ବରୁ ଏହି ଦୁନିଆକୁ ଆସିଥିଲେ ସେତେବେଳଠାରୁ ବର୍ତମାନ ସମୟ ରେ ବହୁତ ପରିବର୍ତନ ଆସିଗଲାଣି , ବର୍ତମାନର ଭୂମିକା ଗୁଡିକରେ ଵିଭିନ୍ନତା ଆସିଗଲାଣି l ତାଙ୍କର କ୍ୟାରିଅର ବର୍ତମାନ ଉନ୍ନତି ପଥରେ l ଏବେ ତାଙ୍କର ଆସୁଥିବା ସିନେମା “ମନମରଜିଆ”ରେ ବହୁତ ବୋଲଡ ସିନ ଦେଇଛନ୍ତି l ଏହା ସେହି ସିନେମାର ଟ୍ରେଲର ରୁ ଜଣାପଡୁଛି l ଏହି ସିନେମା ବହୁତ ହାସ୍ୟ ଉଦ୍ଦୀପକ ବୋଲି ସେ କହିଛନ୍ତି l

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ