Connect with us

ଅପରାଧ

ଭୁଷୁଡ଼ିଲା ଭୁବନେଶ୍ୱର ବିମାନ ବନ୍ଦର ଛାତ

ସାଙ୍କେତିକ

ଭୁଷୁଡ଼ିଲା ଭୁବନେଶ୍ୱର ବିମାନ ବନ୍ଦର ଛାତ
ଭୁବନେଶ୍ୱର ,୨୪ ଜାନୁଆରୀ- ଭୁବନେଶ୍ୱର ବିମାନ ବନ୍ଦର ଛାତର କିଛି ଅଂଶ ଭୁଶୁଡି ପଡିଛି । ଖବର ଲେଖାହବ ପର୍ଯ୍ୟନ୍ତ ସି ଆଇ ଏସ ଏଫ ର ଯବାନ ମାନେ ସମଗ୍ର ବିମାନ ବନ୍ଦରକୁ ସିଲ କରିଦେଇଥିବାରୁ ଖବର ବାହାରକୁ ଆସିପାରୁନାହିଁ । କିଛି ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିବାରୁ ଭିତର ଖବର କିଛି କିଛି ଶୁଣିବାକୁ ମିଳୁଛି । ଦଶରୁ ପନ୍ଦର ଜଣ ଶ୍ରମିକ ଓ ସୁପରଭାଇଜର କିମ୍ବା କର୍ମଚାରୀ ଭୁଶୁଡିବା ସ୍ଥଳରେ ଦବିଯାଇଥିବା ଶୁଣିବାକୁ ମିଳୁଛି ।.

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ