Connect with us

ଅପରାଧ

ବିଜେଡି କର୍ମୀଙ୍କୁ ୨୫ ହଜାର ଟଙ୍କାର ଜୋରିମାନା

ସାଙ୍କେତିକ

ବିଜେଡି କର୍ମୀଙ୍କୁ ୨୫ ହଜାର ଟଙ୍କାର ଜୋରିମାନା
ଭୁବନେଶ୍ୱର, ୩୧ ଡିସେମ୍ବର – ବିଜେଡି ପ୍ରତିଷ୍ଠା ଦିବସରେ ଦଳର ଯୁବ କର୍ମୀମାନେ ବିନା ହେଲମେଟ୍ ରେ ବାଇକ୍ ରାଲି କରିଥିବା ଅଭିଯୋଗରେ ଚାଲାଣ କଟାଯାଇଛି । ସେମାନଙ୍କ ଠାରୁ୨୫ ହଜାର ଟଙ୍କାର ଜୋରିମାନା ଆଦାୟ କରିଛି କମିଶନରେଟ୍ ପୋଲିସ୍ । ମୋଟ ୨୫ ଜଣ କର୍ମୀଙ୍କ ଠାରୁ ହଜାରେ ଟଙ୍କା ଲେଖାଏଁ ହିସାବରେ ଜୋରିମାନା ଆଦାୟ ହୋଇଥିବା କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି ।
ବିଜେଡି କର୍ମୀମାନେ ବିନା ହେଲମେଟରେ ବାଇକ୍ ଚଳାଉଥିବାର ଫଟୋ ଭାଇରାଲ ହେବା ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ୍ କମିଶନର କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ