Connect with us

ଦେଶ

ବନ୍ଦ ଲଫାପାରେ ରାଫେଲ୍‌ ଡିଲ୍‌ ବିବରଣୀ ପ୍ରଦାନ କର :- ସୁପ୍ରିମ୍‌କୋର୍ଟ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ ୧୦।୧୦: ବୁଧବାର ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ , ଭାରତ ଫ୍ରାନ୍ସ୍‌ ମଧ୍ୟରେ ହୋଇଥିବା ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌ ନେଇ ସରକାର ଏ ସମ୍ପର୍କିତ ତଥ୍ୟ ପ୍ରକାଶ କରିବା ଆବଶ୍ୟକ । ଏନେଇ କୌଣସି ଔପଚାରିକ ନିର୍ଦ୍ଦେଶ ଦେଇ ନ ଥିଲେ ମଧ୍ୟ ବନ୍ଦ ଲଫାପାରେ ଡିଲ୍‌ ବିବରଣୀ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟଯେ , ରାଫେଲ ବିମାନର ମୂଲ୍ୟ ସମ୍ପର୍କିତ ଡିଲ୍‌ ନେଇ ସରକାର ବିବରଣୀ ପ୍ରକାଶ କରିବାକୁ ଆବେଦନ ଦ୍ୱାରା PIL ଦାଖଲ କରାଯାଇଥିଲା । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ଏଭଳି ନିର୍ଦେଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ