Connect with us
ମା ଦୁର୍ଗା ବରମୁଣ୍ଡା ପୂଜା ମଣ୍ଡପରେ ….
ମା ଦୁର୍ଗା ପୁନାମା ଗେଟ ପୂଜା ମଣ୍ଡପରେ ….
ରାଧା କୃଷ୍ଣ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ଯମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ବଢେଇବାଙ୍କ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ …

ଦେଶ

ବନ୍ଦ ଲଫାପାରେ ରାଫେଲ୍‌ ଡିଲ୍‌ ବିବରଣୀ ପ୍ରଦାନ କର :- ସୁପ୍ରିମ୍‌କୋର୍ଟ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ ୧୦।୧୦: ବୁଧବାର ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ , ଭାରତ ଫ୍ରାନ୍ସ୍‌ ମଧ୍ୟରେ ହୋଇଥିବା ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌ ନେଇ ସରକାର ଏ ସମ୍ପର୍କିତ ତଥ୍ୟ ପ୍ରକାଶ କରିବା ଆବଶ୍ୟକ । ଏନେଇ କୌଣସି ଔପଚାରିକ ନିର୍ଦ୍ଦେଶ ଦେଇ ନ ଥିଲେ ମଧ୍ୟ ବନ୍ଦ ଲଫାପାରେ ଡିଲ୍‌ ବିବରଣୀ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟଯେ , ରାଫେଲ ବିମାନର ମୂଲ୍ୟ ସମ୍ପର୍କିତ ଡିଲ୍‌ ନେଇ ସରକାର ବିବରଣୀ ପ୍ରକାଶ କରିବାକୁ ଆବେଦନ ଦ୍ୱାରା PIL ଦାଖଲ କରାଯାଇଥିଲା । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ଏଭଳି ନିର୍ଦେଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ