Connect with us

ଦେଶ

ପାନକାର୍ଡ଼ ସହ ଆଧାର ଲିଙ୍କର ଅବଧି ବୃଦ୍ଧି

ସାଙ୍କେତିକ

ପାନକାର୍ଡ଼ ସହ ଆଧାର ଲିଙ୍କର ଅବଧି ବୃଦ୍ଧି
ଭୁବନେଶ୍ୱର,୩୦ ଡିସେମ୍ବର – ପାନ୍ ସହ ଆଧାର କାର୍ଡ଼ର ଲିଙ୍କର ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଆସନ୍ତା କାଲି ଏ ଅବଧିର ସମୟ ପୁରି ଯାଉଥିଲା । ଏହି ଅବଧି ସମୟ ସୀମାକୁ ମାର୍ଚ୍ଚ ୩୧କୁ ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ଯେଉଁମାନେ ଲିଙ୍କ କରିପାରିନାହାନ୍ତି ସେମାନଙ୍କ ପାଇଁ ସୁଯୋଗ ଖୋଲାରହିଛି ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ