Connect with us

ଅପରାଧ

ଟିଟୋ ଲିଙ୍କ୍ : ଦୁଇ ଯନ୍ତ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ ଟିମର ପଚରା ଉଚୁରା

ଟିଟୋ ଲିଙ୍କ୍ : ଦୁଇ ଯନ୍ତ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ ଟିମର ପଚରା ଉଚୁରା

ଟିଟୋ ଲିଙ୍କ୍ : ଦୁଇ ଯନ୍ତ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ ଟିମର ପଚରା ଉଚୁରା
କେନ୍ଦ୍ରାପଡ଼ା,୨୪ା୮ : ଅପରାଧୀ ଟିଟୋ ସହିତ ବ୍ୟବସାୟିକ ଲିଙ୍କ୍ ଥିବା ସନ୍ଦେହ କରି ଆଜି ଦୁଇ ଯନ୍ତ୍ରୀଙ୍କୁ ଦୀର୍ଘ ସମୟ ଧରି ପଚରା ଉଚୁରା କରିଛି କ୍ରାଇମବ୍ରାଂଚ୍ ର ଏସଟିଏଫ ଟିମ୍ । ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ସେନାପତି ଏବଂ ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀ ବିଦ୍ୟାଭୂଷଣ ନାୟକଙ୍କୁ କେନ୍ଦ୍ରାପଡ଼ା ଏସଡିପିଓ ଅଫିସରେ ଦୀର୍ଘ ସମୟ ଧରି ପଚରା ଉଚରା କରାଯାଇଛି । ତେବେ ଏନେଇ ଅଧିକ ତଥ୍ୟ ମିଳିପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ