Connect with us

ଦେଶ

କଳ୍ପନା ଲାଜମୀଙ୍କ ପରଲୋକ l

କଳ୍ପନା ଲାଜମୀଙ୍କ ପରଲୋକ l

ମୁମ୍ବାଇ, ୨୩।୯: ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କର ରବିବାର ଭୋର୍‌ ୪ଟା ୩୦ମିନିଟରେ ୬୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଯକୃତ କର୍କଟ ରୋଗରେ ପୀଡ଼ିତା ଥିଲେ । ଗତ ବର୍ଷ ତାଙ୍କୁ ଯକୃତ କର୍କଟ ହୋଇଥିବା ଜଣାପଡିଥିଲା । ସେ ୧୯୫୪ରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କ ଶେଷ ସମୟରେ ଅର୍ଥାଭାବ ସମସ୍ୟାର ସମ୍ମୁଖୀନ ହୋଇଥିଲେ l କିନ୍ତୁ ଶେଷ ସମୟରେ ଆମିର ଖାଁ, ସଲମାନ ଖାଁ, କରନ ଜୋହର୍‌, ଅଲିଆ ଭଟ୍ଟ, ସୋନୀ ରାଜଦାନ ଏବଂ ନୀନା ଗୁପ୍ତା ପ୍ରମୁଖ ଆର୍ଥିକ ସହାୟତାର ହାତ ବଢ଼ାଇ ଦେଇଥିଲେ । ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ରୁଦାଲୀ, ଦରମିଆନ୍‌, ଚିଙ୍ଗାରୀ ଆଦି ଚଳଚିତ୍ର ଖୁବ ଉଚ୍ଚକୋଟୀର ଥିଲା । ତାଙ୍କ ପରଲୋକରେ ରାଷ୍ଟ୍ରପତି ମହାମହିମ ରାମନାଥ କୋବିନ୍ଦ ଶୋକ ପ୍ରକାଶ କରିଛନ୍ତି l

Click to comment

Leave a Reply

Your email address will not be published. Required fields are marked *

More in ଦେଶ