Connect with us

ଦେଶ

କନିଷ୍କ କାଟରିଆ ଆଇଏଏସ୍ ଟପ୍ପର

ସାଙ୍କେତିକ

କନିଷ୍କ କାଟରିଆ ଆଇଏଏସ୍ ଟପ୍ପର
ଭୁବନେଶ୍ୱର, ୦୫ ଅପ୍ରେଲ – ୟୁପିଏସସି ଦ୍ୱାରା ଆୟୋଜିତ ହୋଇଥିବା ସିଭିଲ ସର୍ଭିସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପ୍ରକାଶିତ ପରୀକ୍ଷାଫଳ ଅନୁଯାୟୀ କନିଷ୍କ କାଟରିଆ ଟପ୍ପର ହୋଇଥିବା ବେଳେ ଅକ୍ଷୟ ଜୈନ ଦ୍ୱିତୀୟ, ଜୁନେଦ୍ ଅହମଦ୍ – ତୃତୀୟ, ଶ୍ରେୟାନ୍ସ – ଚତୁର୍ଥ, ସୃଷ୍ଟି ଜୟନ୍ତ ଦେଶମୁଖ – ପଂଚମ, ଶୁଭମ୍ ଗୁପ୍ତା – ଷଷ୍ଠ, କାନ୍ତି ବରୁଣ ରେଡ଼ି – ସପ୍ତମ, ବୈଶାଳୀ ସିଂ – ଅଷ୍ଟମ ଏବଂ ଗୁଂଜନ ଦ୍ୱିବେଦୀ ନବନ ସ୍ଥାନରେ ରହିଛନ୍ତି । ଓଡ଼ିଶାରୁ ସୌମ୍ୟ ରଂଜନ ରାଉତ ୧୧୮ତମ ସ୍ଥାନରେ ରହିଥିଲା ବେଳେ ଉପାସନା ମହାପାତ୍ର ୧୧୯, ଜୁବିନ୍ ମହାପାତ୍ର ୨୩୫, ଶୁଭେନ୍ଦୁ ପାତ୍ର ୪୫୭, ସୋମାଲିନ ଶୁଭଦର୍ଶିନୀ ୪୭୮, ସୁଧାଂଶୁ ନାୟକ ୫୦୦, ଦୀପକ କୁମାର ମିଶ୍ର ୫୧୧, ସଂଜୟ ସାହୁ ୫୨୬, ରାକେଶ କୁମାର ସାହୁ ୬୨୭, ସିଦ୍ଧାର୍ଥ ଗୌତମ ୫୩୮, ଦେବରାଜ ଦାସ ୬୨୯, ବିଭୂତି ଭୂଷଣ ନାୟକ ୭୫୯ ସ୍ଥାନରେ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ