Connect with us

ଦେଶ

ଆଜାଦ୍‌ ହିନ୍ଦ୍‌ ଫୌଜର ୭୫ ତମ ସ୍ଥାପନା ଦିବସ ପାଳିତ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ,୨୧।୧୦: ନେତାଜୀ ସୁଭାଷ ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ଆଜାଦ୍‌ ହିନ୍ଦ୍‌ ଫୌଜର ୭୫ ତମ ସ୍ଥାପନା ଦିବସ ରବିବାର ପାଳିତ ହୋଇଛି । ଏହାର ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟଯେ ,ସାଧାରଣତଃ ଗୋଟିଏ ବର୍ଷରେ ପ୍ରଧାନମନ୍ତ୍ରୀ କେବଳ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରେ ଥରଟିଏ ପତାକା ଉତ୍ତୋଳନ କରିଥାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଚଳିତବର୍ଷ ଏଠାରେ ୨ ଥର ପତାକା ଉତ୍ତୋଳନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସୂଚନାଯୋଗ୍ୟଯେ , ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ଆଜାଦ୍‌ ହିନ୍ଦ୍‌ ଫୌଜର ସ୍ଥାପନା ନେତାଜୀ ସୁଭାଷଚନ୍ଦ୍ର ବୋଷ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ