Connect with us

ଦେଶ

ଅଗଷ୍ଟରେ ଗାଡି ବିକ୍ରି କମିଲା

ସାଙ୍କେତିକ

ଅଗଷ୍ଟରେ ଗାଡି ବିକ୍ରି କମିଲା
ଭୁବନେଶ୍ୱର, ୦୯ ସେପ୍ଟେମ୍ବର – ସୋସାଇଟି ଅଫ୍ ଅଟୋମୋବାଇ ମାନ୍ୟୁଫାକ୍ଚରସ୍ ଅଗଷ୍ଟରେ ଗାଡି ବିକ୍ରି ହ୍ରାସ ପାଇଛି । ଅଗଷ୍ଟ ମାସରେ ସର୍ବାଧିକ ୪୧.୦୯ ପ୍ରତିଶତ ଗାଡି ବିକ୍ରି କମିଛି । ୧୯୯୭-୯୮ ମସିହା ପରେ ଚଳିତ ବର୍ଷ ଅଗଷ୍ଟରେ ସର୍ବାଧିକ ଗାଡି ବିକ୍ରି କମିଛି । ବ୍ୟବସାୟିକ ଗାଡି ବିକ୍ରି ୩୮.୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ପାସେଂଜର କାର ୨୨.୨ ପ୍ରତିଶତ, ଯାତ୍ରୀବାହୀ ଗାଡି ୩୧.୬ ପ୍ରତିଶତ କିମିଛି ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ