Connect with us

ଖେଳ

ପୂର୍ବତନ କ୍ରିକେଟ ତାରକା ଅଜିତ ଓ୍ଵାଡେକରଙ୍କର ପରଲୋକ

ପୂର୍ବତନ କ୍ରିକେଟ ତାରକା ଅଜିତ ଓ୍ଵାଡେକରଙ୍କର ପରଲୋକ

ମୁମ୍ବାଇ : ପୂର୍ବତନ କ୍ରିକେଟ ତାରକା ଅଜିତ ଓ୍ଵାଡେକରଙ୍କର ୭୭ ବର୍ଷ ବୟସରେ ମୁମ୍ବାଇର ଯଶଲୋକ ହସ୍ପିଟାଲରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିଲେ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ