Connect with us

ଦେଶ

ଟ୍ରେନ ମାଡିଯିବାରୁ 60 ରୁ ଅଧିକ ମୃତ ଓ ଶତାଧିକ ଆହତ

ANI

ଅମୃତସର :- ଅମୃତସର ସହର ସ୍ଥିତ ଚୌଡା ଫାଟକ ପାଖରେ ରାବଣ ପୋଡି ଉତ୍ସବ ଚାଲିଥିବା ବେଳେ ଦଳାଚକଟା ହେବାରୁ ସେଥିରୁ ବର୍ତ୍ତିବ। ପାଇଁ ଲୋକମାନେ ଜୀବନ ବିକଳରେ ଦୌଡ଼ି ପଳାଉଥିବାବେଳେ ତାଙ୍କ ଉପରେ ଟ୍ରେନ ମାଡିଯାଇଥିଲା । ମୃତକଙ୍କ ସଂଖ୍ୟା 60ରୁ ଅଧିକ ହୋଇପାରେ ।,

ସୂଚନା ଅନୁସାରେ 74643 ଡ଼ିଏମୟୁ ଟ୍ରେନ ଦ୍ରୁତ ଗତିରେ ଯାଉଥିବା ସମୟରେ କିଛିଲୋକ ରାବଣ ପୋଡିଦେଖୁଥିବା ଅବସ୍ଥାରେ ନିୟନ୍ତ୍ରଣ ହରାଇ ଟ୍ରେନ ଲାଇନ ଉପରକୁ ଆସିଯିବାଦ୍ୱାରା ଟ୍ରେନରେ କଟି ଯାଇଥିଲେ। ପୋଲିସ ଲୋକଙ୍କୁ ହଟାଇ ମୃତକ ଓ ଆହତ ମାନଙ୍କୁ ଡାକ୍ତରଖାନା ପଠାଉଛି। ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିପାରେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ