Connect with us

ଦେଶ

ପିସ୍ତଲ ଦେଖାଇ ଆତଙ୍କ ସୃଷ୍ଟି କରିଥିବା ଆଶିଷ ପାଣ୍ଡେର ଆତ୍ମସମର୍ପଣ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ :-ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ ହୟାତରେ ପିସ୍ତଲ ଦେଖାଇ ଆତଙ୍କ ସୃଷ୍ଟି କରିଥିବା ଆଶିଷ ପାଣ୍ଡେ ଆଜି ପଟିଆଲା ହାଉସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । କୋର୍ଟ ତାଙ୍କୁ ଏକ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଇଦେଇଛନ୍ତି । ପୋଲିସ ତାଙ୍କୁ ବସନ୍ତଵିହାର ସ୍ଥିତ STF ଅଫିସ କୁ ନେଇ ପଚାର ଉଚୁରା କରୁଛି । ଏଠାରେ ଉଲ୍ଲେଖଯୋଗ୍ୟଯେ, ଆଶିଷ ପାଣ୍ଡେ ହୟାତ ହୋଟେଲରେ ପିସ୍ତଲ ଦେଖାଇ ଭୟଭୀତ କରୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାପରେ ଫେରାର ହୋଇଯାଇଥିଲେ । ସେ ବହୁଜନ ସମାଜ ପାର୍ଟିର ପୂର୍ବତନ ସଂସଦ ରାକେଶ ପାଣ୍ଡେଙ୍କର ପୁତ୍ର ଅଟନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ