Connect with us

ଓଡିଶା

୪୦ ସ୍କୁଲ ଛାତ୍ରଛାତ୍ରୀଙ୍କୁ ତାଲିମ୍ ଦେବେ ପୋଲିସ

ସାଙ୍କେତିକ

୪୦ ସ୍କୁଲ ଛାତ୍ରଛାତ୍ରୀଙ୍କୁ ତାଲିମ୍ ଦେବେ ପୋଲିସ
ଭୁବନେଶ୍ୱର,୨୪ା୧ : ଶୃଙ୍ଖଳା , ଉତମ ଚରିତ୍ର ଗଠନ ଓ ସୁନାଗରିକ ହେବାପାଇଁ ପ୍ରଥମ ପର୍ଯ୍ୟାୟରେ ୪୦ଟି ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ପୋଲିସ୍ ପକ୍ଷରୁ ଶିକ୍ଷା ପ୍ରଦାନ କରାଯିବ ବୋଲି ଡିଜିପି ଡ. ଆରପି ଶର୍ମା ପ୍ରକାଶ କରିଛନ୍ତି । ଷ୍ଟୁଡେଂଟ ପୋଲିସ୍ କ୍ୟାଡେଟର ଉଦଘାଟନ କରି ଡିଜିପି ଏହା କହିଛନ୍ତି । ସେ କହିଛନ୍ତି ଯେ ଛାତ୍ରମାନେ ପୋଲିସର ଦାୟିତ୍ୟ ସମ୍ପର୍କରେ ଅବଗତ ହେବେ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରତି ସ୍କୁଲର ୪୪ ଜଣ ପିଲାଙ୍କୁ ତାଲିମ ଦିଆଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା