Connect with us

ଓଡିଶା

୩୩ଟି ଜିଲ୍ଲା ନିର୍ବାଚନ ଅଧିକାରୀ ତାଲିକା ଜାରି କଲା ବିଜେଡି

ସାଙ୍କେତିକ

୩୩ ସାଂଗଠନିକ ଜିଲ୍ଲା ନିର୍ବାଚନ ଅଧିକାରୀ ତାଲିକା ଜାରି କଲା ବିଜେଡି
ଭୁବନେଶ୍ୱର ,୦୩ ଡିସେମ୍ବର – ଦଳୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ୩୩ ଟି ସାଂଗଠନିକ ଜିଲ୍ଲାପାଇଁ ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ସେମାନଙ୍କୁ ନିଯୁକ୍ତ ଦେଇଥିବା ଦଳୀୟ ସୂତ୍ରରୁ ପ୍ରକାଶ ।
ଅନୁଗୁଳ-ବାଉରି ବନ୍ଧୁ ମହାପାତ୍ର
ବାଲେଶ୍ୱର – ପ୍ରଣବ କୁମାର ପଣ୍ଡା
ବରଗଡ- ଅଶୋକ ବାରିକ
ଭଦ୍ରକ – ଯତିକାନ୍ତ ନାୟକ
ଭୁବନେଶ୍ୱର- ଶେଖ୍ ନିଜାମୁଦ୍ଦିନ୍
ବଲାଙ୍ଗୀର- ମୋହନଲାଲ୍ ଜୈନ
ବୌଦ୍ଧ- ତପନ କୁମାର ଦଳେଇ
କଟକ – ମନୋରଂଜନ ଖଟୁଆ
ଦେବଗଡ- କାମାକ୍ଷା ପ୍ରସାଦ ଗଙ୍ଗଦେବ
ଢେଙ୍କାନାଳ- ଧର୍ମାନନ୍ଦ ବରାଳ
ଗଜପତି- ପାନ୍ତଳ ପ୍ରସାଦ ରାଓ
ଗଂଜାମ- ପ୍ରମୋଦ କୁମାର ପାତ୍ର
ଜଗତସିଂହପୁର – ଗୌତମ ପାଲିତ୍
ଝାରସୁଗୁଡା – ସୟଦ ବେଗ୍
ଯାଜପୁର – ବାବାଜୀ ଚରଣ ଦାସ
କଳାହାଣ୍ଡି – ସୁନୀଲ କୁମାର ମୁଣ୍ଡ
କେନ୍ଦ୍ରାପଡା – ଧିରେନ୍ ସାହୁ
କେନ୍ଦୁଝର – ସଂଜୟ ମିଶ୍ର
ଖୋର୍ଦ୍ଧା – ରଶ୍ମୀ ରଂଜନ ବ୍ରହ୍ମା
କନ୍ଧମାଳ – ବିରୁପାକ୍ଷ ପଣ୍ଡା
କୋରାପୁଟ – ନରେନ୍ଦ୍ର କୁମାର ସ୍ୱାଇଁ
ମୟୁରଭଂଜ – କୃଷ୍ଣ ଚନ୍ଦ୍ର ଦାସ
ମୟୁରଂଭଂଜ (ସଦର) – ମଙ୍ଗଳ ସିଂହ ମୁଦି
ମାଲକାନଗିରି – ଡମ୍ବରୁ ସୀସା
ନବରଙ୍ଗପୁର – ସଚ୍ଚିଦାନନ୍ଦ ସ୍ୱାଇଁ
ନୟାଗଡ – ଗଙ୍ଗାଧର ପଣ୍ଡା
ପୁରୀ – ଶ୍ରୀପ୍ରକାଶ ମିଶ୍ର
ରାଉରକେଲା – ସନ୍ତୋଷ ନାୟକ
ସମ୍ବଲପୁର – ଆର୍ତତ୍ରାଣ ମିଶ୍ର
ସୁବର୍ଣ୍ଣପୁର – ଶରତ ଚନ୍ଦ୍ର ଭୋଇ
ସୁନ୍ଦରଗଡ – ପ୍ରଦୀପ ମହାପାତ୍ର
ନୂଆପଡା – ମୁଲଚନ୍ଦ ଫାଣ୍ଡେ
ରାୟଗଡା – ବ୍ରଜ ସୁନ୍ଦର ନାୟକ

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା