Connect with us

ଅପରାଧ

୨ କୋଟି ଟଙ୍କା ଠକେଇ ମାମଲାରେ ୪ ଜଣ ଗିରଫ

ସାଙ୍କେତିକ ଚିତ୍ର

୨ କୋଟି ଟଙ୍କା ଠକେଇ ମାମଲାରେ ୪ ଜଣ ଗିରଫ
ଭୁବନେଶ୍ୱର:- ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୨ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲୁ ଶନିବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଚାରି ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ଜଣେ ମହିଳା ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ବ୍ୟାଙ୍କରେ ଜାଲ କାଗଜପତ୍ର ଦାଖଲ କରି ଟଙ୍କା ଋଣ ନେଇଥିଲେ । ପରେ ଋଣ ପରିଶୋଧ ହୋଇନପାରିବାରୁ ତଦନ୍ତ ହୋଇଥିଲା । ତଦନ୍ତରୁ ଜଣାପଡ଼ିଲାଯେ କିଛି ପୂର୍ବତନ କର୍ମଚାରୀଙ୍କ ସହଯୋଗରେ ଏହି ଠକେଇ କରାଯାଇଛି ତେଣୁ ଏହି ମାମଲା ଇଓଡବ୍ଲୁ କୁ ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ