Connect with us

ଅପରାଧ

ତାଳଚେରରେ ଗୁଳି ଫୁଟିଲା ,ଜଣେ ଗୁରୁତର

ସାଙ୍କେତିକ ଚିତ୍ର

ତାଳଚେରରେ ଗୁଳି ଫୁଟିଲା ,ଜଣେ ଗୁରୁତର
ତାଳଚେର :- ତାଳଚେରରେ ଜଣେ ଯୁବକଙ୍କୁ କେତକ ଅଜ୍ଞାତ ଯୁବକମାନେ ଶନିବାର ରାତିରେ ଗୁଳି ମାରିଛନ୍ତି । ସନ୍ଥପକ୍ଷା ଗାଁରେ ଯୁବକଙ୍କୁ ଗୁଳିକରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି । ଯୁବକଙ୍କ ବାମ ଛାତିରେ ଗୁଳି ବାଜିବା ପରେ ତାଙ୍କୁ ଗୁରୁତର ସଂଜ୍ଞାହୀନ ଅବସ୍ଥାରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଗୁଳିକାଣ୍ଡର ଶିକାର ହୋଇଥିବା ବ୍ୟକ୍ତି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଅଞ୍ଚଳର । କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ