Connect with us

ଆଞ୍ଚଳିକ

୧୬ରୁ ଓଡିଶାରେ ବର୍ଷା ସମ୍ଭାବନା

ସାଙ୍କେତିକ ଚିତ୍ର

୧୬ରୁ ଓଡିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୩ା୧୨ : ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହା ୧୨ ଘଂଟା ଭିତରେ ତୀବ୍ର ହେବ । ୨୪ ଘଂଟା ମଧ୍ୟରେ ଘୂର୍ଣ୍ଣିଝଡ଼ର ରୂପ ନେବ । ୭୨ ଘଂଟା ମଧ୍ୟରେ ତାମିଲନାଡ଼ୁ ଉପକୂଳ ଛୁଇଁବ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଏହି ଘୂର୍ଣ୍ଣିଝଡ଼ ପ୍ରଭାବରେ ଓଡ଼ିଶାରେ ୧୬ ଓ ୧୭ ତାରିଖରେ ବର୍ଷା ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ