Connect with us

ଓଡିଶା

ସଡ଼କ ସୁରକ୍ଷା ନିୟମକୁ କାର୍ଯ୍ୟକାରୀ କରିବାପାଇଁ ପରିବହନ କମିଶନର ଚିଠି ଲେଖିଲେ ଜିଲ୍ଲାପାଳ ଓ ଏସପିମାନଙ୍କୁ

ସାଙ୍କେତିକ

ସଡ଼କ ସୁରକ୍ଷା ନିୟମକୁ କାର୍ଯ୍ୟକାରୀ କରିବାପାଇଁ ପରିବହନ କମିଶନର ଚିଠି ଲେଖିଲେ ଜିଲ୍ଲାପାଳ ଓ ଏସପିମାନଙ୍କୁ
ଭୁବନେଶ୍ୱର, ୨୯ ନଭେମ୍ବର – ସଡ଼କ ସୁରକ୍ଷା ନିୟମ କାର୍ଯ୍ୟକାରୀ କରିବାପାଇଁ ଜିଲ୍ଲାପାଳ ଓ ଏସପିମାନଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି । ଏଥିରେ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆବଶ୍ୟକ ଡକ୍ୟୁମେଂଟ ପାଇଁ ତିନିମାସ କୋହଳ କରାଯାଇଥିଲେ ହେଁ ବିପଦପୂର୍ଣ୍ଣ ଗାଡ଼ି ଚଳାଉଥିବା ଚାଳକମାନଙ୍କ କ୍ଷେତ୍ରରେ କଟକଣା ଲାଗିବ । ମଦ ପିଇ ଗାଡ଼ି ଚଳାଇଲେ, ଓଭରଲୋଡିଂ କଲେ, ମୋବାଇଲ ବ୍ୟବହାର କରି ଗାଡ଼ିଚଲାଇଲେ, ରେଡ଼ ଲାଇନ୍ ନମାନିଲେ, ଦୁଇଚକିଆ ଗାଡ଼ିରେ ହେଲମେଟ ନପିନ୍ଧିଲେ, ଚାରିଚକିଆରେ ସିଟ୍ବେଲ୍ଟ ନବାନ୍ଧିଲେ, ଦୁଇଚକିଆରେ ତିନିଜଣ ବସିଲେ ଦଣ୍ଡିତ ହେବେ । ଗାଡ଼ି ଚାଳନାରେ ତ୍ରୁଟି ଧରାପଡ଼ିଲେ କାଗଜପତ୍ର ଯାଂଚ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା