Connect with us

ଓଡିଶା

ସ୍ପିଡ୍ ଡ୍ରାଇଭିଂ ପାଇଁ ୨୦ ଜଣଙ୍କ ଚାଲାଣ କଟିଲା

ସାଙ୍କେତିକ

ସ୍ପିଡ୍ ଡ୍ରାଇଭିଂ ପାଇଁ ୨୦ ଜଣଙ୍କ ଚାଲାଣ କଟିଲା
ଭୁବନେଶ୍ୱର, ୦୨ ଡିସେମ୍ବର – ଭୁବନେଶ୍ୱର ଆରଟିଓ ପକ୍ଷରୁ ଦ୍ରୁତ ଗାଡିଚାଳନା ଅଭିଯୋଗରେ ୨୦ ଜଣ ଗାଡି ଚାଳକଙ୍କ ଘରକୁ ଜୋରିମାନା ସମ୍ବଳିତ ଚାଲାଣ ପଠାଯାଇଛି । ଏଣିକି ଭୁବନେଶ୍ୱର ସହର ମଧ୍ୟରେ ଘଂଟା ପ୍ରତି ୫୦ କିମି ବେଗ ଠାରୁ ଅଧିକ ବେଗରେ ଗାଡି ଚଳାଇବା ନିଷେଧ । ପଳାଶୁଣି ଠାରୁ ବାଲୁକୁଦା ପର୍ଯ୍ୟନ୍ତ ୭୦ କିମି ବେଗରେ ଗାଡି ଚଳାଇ ପାରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା