Connect with us

ଓଡିଶା

ମୋ ସରକାରରେ ସାମିଲ ହେଲା ଆଉ୨ଟୀ ବିଭାଗ

ସାଙ୍କେତିକ

ମୋ ସରକାରରେ ସାମିଲ ହେଲା ଆଉ୨ଟୀ ବିଭାଗ
ଭୁବନେଶ୍ୱର, ୦୨ ଡିସେମ୍ବର – ସୋମବାର ଦିନ “ମୋ ସରକାର’ କାର୍ଯ୍ୟକ୍ରମରେ ଆଉ ଦୁଇ ବିଭାଗକୁ ରାଜ୍ୟ ସରକାର ସାମିଲ କରିଛନ୍ତି । ଏହି ଦୁଇ ବିଭାଗ ହେଲା ଗୃହ ନିର୍ମାଣ ଓ ପାନୀୟ ଜଳ । ସେହିପରି ମମତା ଯୋଜନାକୁ ମଧ୍ୟ ମୋ ସରକାରରେ ସାମିଲ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା