Connect with us

ଓଡିଶା

ଶ୍ରୀମନ୍ଦିରରେ ଅଚଳାବସ୍ଥା ଦୂର ପାଇଁ ସରକାର ହସ୍ତକ୍ଷେପ କରନ୍ତୁ : ଗଜପତି

ସାଙ୍କେତିକ

ଶ୍ରୀମନ୍ଦିରରେ ଅଚଳାବସ୍ଥା ଦୂର ପାଇଁ ସରକାର ହସ୍ତକ୍ଷେପ କରନ୍ତୁ : ଗଜପତି
ଭୁବନେଶ୍ୱର,୨୮ା୧୨ : ପୋଲିସ୍ -ସେବାୟତ ବିବାଦକୁ ନେଇ ଶ୍ରୀମନ୍ଦିରରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ସରକାର ହସ୍ତକ୍ଷେପ କରିବାକୁ ପୁରୀ ଗଜପତି ଶ୍ରୀ ଦିବ୍ୟ ସିଂହ ଦେବ ଅନୁରୋଧ କରିଛନ୍ତି । ଠାକୁରଙ୍କୁ ଅପୂଜା ରଖିବା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ । ନୀତିକାନ୍ତି ଆରମ୍ଭ କରିବାପାଇଁ ସବୁ ପକ୍ଷ ଉଦ୍ୟମ କରିବା ଉଚିତ୍ । ମହାପ୍ରଭୂଙ୍କ ସେବା ପ୍ରସଙ୍ଗ ଠାରୁ ଅନ୍ୟ କୌଣସି ଜିନିଷ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଶ୍ରୀମନ୍ଦିରରେ ଥିବା ମହାନ ପରମ୍ପରାରେ କଳଙ୍କ ନଲାଗୁ । ଆଲୋଚନା ମାଧ୍ୟମରେ ଯେକୌଣସି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା