Connect with us

ଆଞ୍ଚଳିକ

ଲିଙ୍ଗରାଜ ମନ୍ଦିରରେ ପାନ,ଗୁଟଖା ଖାଇଲେ ଜୋରିମାନା

ସାଙ୍କେତିକ

ଲିଙ୍ଗରାଜ ମନ୍ଦିରରେ ପାନ,ଗୁଟଖା ଖାଇଲେ ଜୋରିମାନା
ଭୁବନେଶ୍ୱର, ୦୬ ଜାନୁଆରୀ – ଏଣିକି ଭୁବନେଶ୍ୱରସ୍ଥିତ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସର ମଧ୍ୟରେ କେହି ପାନ , ଗୁଟଖା ଭଳି ନିଶା ସେବନ କଲେ ଜୋରିମାନା ଦେବାକୁ ହେବ । ଆସନ୍ତା ୧୫ ତାରିଖରୁ ଏହି ନିୟମ କଡାକଡି ଭାବେ ଲାଗୁ କରାଯିବ । ନିୟମ ଭଙ୍ଗ କଲେ ୧୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଏସମ୍ପର୍କରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ