Connect with us

ଓଡିଶା

ରୋଗୀ ମୃତ୍ୟୁକୁ ନେଇ ଉତେଜନା

ସାଙ୍କେତିକ

ରୋଗୀ ମୃତ୍ୟୁକୁ ନେଇ ଉତେଜନା
ଗଞ୍ଜାମ,୧୮ା୧: ପାତ୍ରପୁର ନିକଟ ଖାରିଆଗୁଡ଼ା ଗ୍ରାମର ଏମ ମୁଦୁଲି ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ତେବେ ଗତ କାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଚିକିତ୍ସା ଅବହେଳାରୁ ରୋଗୀଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଖାରିଆଗୁଡ଼ା ରାସ୍ତା ଅବରୋଧ କରିଥିଲେ । ପରେ ପ୍ରଶାସନିକ ଅଧିକାରୀ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା