Connect with us

ଓଡିଶା

ରଥ ଦୁଆରବନ୍ଧରେ ପଡିଲା କନା ମଣ୍ଡଣୀ

ସାଙ୍କେତିକ

ରଥ ଦୁଆରବନ୍ଧରେ ପଡିଲା କନା ମଣ୍ଡଣୀ
ପୁରୀ, ୨ ଜୁଲାଇ – ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ସୋମବାର ଅପରାହ୍ନରେ ତିନି ରଥର ଦୁଆରବନ୍ଧ ଉପରେ କନା ମଣ୍ଡଣୀ ପଡିଛି । ଏହାସହ ଘୋଡ଼ାଗୁଡିକ ରଙ୍ଗ କରାଯାଉଛି । କଳସ କାମ ଶେଷ ପର୍ଯ୍ୟାୟରେ ପହଂଚିଛି । କନା ମଣ୍ଡଣୀ ପରେ କଳସ ଓ ଓଲଟ ଶୁଆ ଧ୍ୱଜା ଲାଗିବ । ରଥର ଚଟାଣ, ସାରଥୀ ରଙ୍ଗ, ବ୍ରେକ ସିଷ୍ଟମ୍ ଆଦି କାମ ଶେଷ ହୋଇଛି । ଆସନ୍ତାକାଲି ଆଜ୍ଞାମାଳ ଆସିବା ପରେ ତିନିରଥ ରଥଖଳାରୁ ଭିଡା ହୋଇ ସିଂହଦ୍ୱାରରେ ଲାଗିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା